ନିର୍ବାଚନ ଆଚରଣ ବିଧି ଉଲଘଂନରୁ ପ୍ରଶାସନିକ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଜିଲ୍ଲାପାଳ : ବିଜେପି

ବରଗଡ,ତା.୧୭/୧୧: ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନର ପ୍ରକ୍ରିୟା ଚାଲୁଥିବା ଯୋଗୁଁ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କୌଣସି ମତେ

Read more