ପରାଜୟ ଟ୍ରେଣ୍ଡକୁ ଦେଖି ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା, ପୋଲିସ ଚଳାଇଲା ଲାଠି

ବିଜେପି ପ୍ରାର୍ଥୀଙ୍କ ପରାଜୟ ଟ୍ରେଣ୍ଡକୁ ଦେଖି ସମର୍ଥକଙ୍କ ହିଂସ୍ରରୂପ । ଭୋଟ ଗଣତି ହେଉଥିବା ବ୍ଲକ ଅଫିସ ଆଗରେ ବାଣ ଫୁଟାଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି କଲେ

Read more