ନରେନ୍ଦ୍ର ନାଥ ନାୟକଙ୍କ ପରଲୋକ, ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ

ବାଲିପାଟଣା: ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି ନେତା ନରେନ୍ଦ୍ରନାଥ ନାୟକଙ୍କର ଅକାଳ ବିୟୋଗ ଘଟିଛି । କିଛି ଦିନ ହେବ ଶରୀର ଅସୁସ୍ଥ ହେବା ଯୋଗୁଁ

Read more