ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ବୃଦ୍ଧି : ବିଜେପି ବିଧାୟକ

ଭୁବନେଶ୍ୱର,ତା.୧୭/୦୨: ରାଜ୍ୟ ସରକାରଙ୍କର ହାତ ବାରିସୀ ସାଜିଥିବା ଓଡ଼ିଶା ପୋଲିସର ଦମନ, ଅତ୍ୟାଚାର ଏବଂ ଦୌରାତ୍ମ୍ୟ ସମସ୍ତ ସୀମା ଲଂଘିଲାଣି । ରାଜନୈତିକ ହତ୍ୟାକାଣ୍ଡର ତଦନ୍ତରେ ପକ୍ଷପାତିତା

Read more