ସତ୍ୟାଗ୍ରହ ସ୍ଥଳୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଚାଷୀଙ୍କ ଟଙ୍କାକୁ କାହିଁକି ହଡପ୍ କରୁଛନ୍ତି ରାଜ୍ୟ ସରକାର : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର, ତା.୨୨/୧୧ : ଭୋଟ୍ ସର୍ବସ୍ୱ ଶାସକ ବିଜେଡି ଓଡିଶାବାସୀଙ୍କ ପ୍ରତି ଥିବା ନିଜ ଦାୟୀତ୍ୱ ଏବଂ କର୍ତବ୍ୟରୁ ଓହରି ଯାଇ କେବଳ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ

Read more