୨୦୧୮ରୁ ୨୦୨୨ ମଧ୍ୟରେ ‘ବିଜେପି’ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ର ୫୭% ହାସଲ କରିଥିବା ବ‌େଳେ କଂଗ୍ରେସ ପାଇଛି ୧୦%

ନୂଆଦିଲ୍ଲୀ: ମାର୍ଚ ୨୦୧୮ ଏବଂ ୨୦୨୨ ମଧ୍ୟରେ ସମୁଦାୟ ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌ର ଅଧାରୁ ଅଧିକ ‘ବିଜେପି’ ହାସଲ କରିଥିବା କଥା ନିର୍ବାଚନ କମିସନ୍‌ ଡାଟାରୁ ଜଣାପଡ଼ିଛି। ‘ଇଲେକ୍ଟୋରାଲ୍‌

Read more