ଧାମନଗର ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ ମୁଖ୍ୟମନ୍ତ୍ରୀ ଧାମନଗରବାସୀ ଅପେକ୍ଷାରେ – ସୁରଜ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆଜି ପଦ୍ମପୁର ଗସ୍ତରେ ଯେଉଁ ପ୍ରତିଶ୍ରୁତି ପାଳନ କରିବା କଥା କହିଛନ୍ତି , ମୁଁ ବିନମ୍ରତା ସହିତ ମନେପକାଇବା ପାଇଁ ଚାହେଁ ବିଭିନ୍ନ ଉପନିର୍ବାଚନ

Read more