ଗୁଜରାଟରେ ୭ ବିଜେପି ବିଧାୟକ ୬ ବର୍ଷ ପାଇଁ ସସ୍‌ପେଣ୍ଡ

ରାଜକୋଟ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ଭାରତୀୟ ଜନତା ପାର୍ଟି  । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।  ବିଜେପିରୁ

Read more