ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ” ସମେତ ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର, ତା.୧୧/୦୯: ରାଜ୍ୟ ସରକାର ହୋମିଓପ୍ୟାଥି ଓ ଆୟୁର୍ବେଦ ଶିକ୍ଷା ଏବଂ ଚିକିତ୍ସାକୁ ଲୋକାଭିମୁଖ୍ୟ କରିବାରେ ବୈମାତୃକ ମନୋଭାବ ଓ ଚରମ ଉଦାସୀନତା ପ୍ରକାଶ କରିଛନ୍ତି ।

Read more