ଓଡ଼ିଶାର ୫୦ ହଜାର ଗାଁରେ ସଭା କରିବ ବିଜେପି, ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗ ଅବଗତ କରାଇବ

ଭୁବନେଶ୍ବର: ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି। ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି

Read more