ବିଜେପି କାର୍ଯ୍ୟାଳୟ ଭାଙ୍ଗିଲେ ଅସନ୍ତୁଷ୍ଟ କର୍ମୀ

କଳାହାଣ୍ଡି: ଟିକେଟ ପ୍ରଦାନକୁ ନେଇ ବିଜେପିରେ ଅସନ୍ତୋଷ । ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା । ପୌର ନିର୍ବାଚନରେ ଅଧକ୍ଷ ପଦବୀ ପାଇଁ ଟିକେଟ ବଣ୍ଟାକୁ କେନ୍ଦ୍ରକରି ଭଙ୍ଗାରୁଜା ।

Read more