କୌଣସି ମୁହୂର୍ତ୍ତରେ ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ୭୦ରୁ ଅଧିକ ପ୍ରାର୍ଥୀଙ୍କ ନାଁ !

କୌଣସି ମୁହୂର୍ତ୍ତରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ଗୁୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀରେ ବିଜେପିର ବୈଠକରେ ଟିକେଟ୍ ନେଇ ଆଲୋଚନା ହୋଇଛି

Read more