ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗ: ବିଏମ୍‌ସି ଡେପୁଟି କମିଶନର ଥାନାରେ ଅଟକ

ବିଏମ୍‌ସି ଡେପୁଟି କମିଶନର ଥାନାରେ ଅଟକ। ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍‌ସି ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କୁ ଲିଙ୍ଗରାଜ ଥାନାରେ ଅଟକ ରଖାଯାଇଛି।

Read more