ପଥର ବ୍ଲାଷ୍ଟିଂରୁ ଗଲା ଶ୍ରମିକଙ୍କ ଜୀବନ, ଦୁଇ ଆହତ

ରାଉରକେଲା: ଲାଠିକଟା ବ୍ଲକ ଅନ୍ତର୍ଗତ ଗୋଟିଧର ମାଇନ୍ସରେ ବେଆଇନ ବ୍ଲାଷ୍ଟିଂରୁ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ହେଲେ ବଲଣ୍ଡା ଚୁଟିଆଟୋଲାର ସୁରଜ ବାର୍ଲା (୨୦)।

Read more