ଆକ୍ସନ ମୋଡରେ BMC ମେୟର, ବିଭିନ୍ନ ଦୋକାନ ଉପରେ କରିଛନ୍ତି ଅଚାନକ ଚଢ଼ାଉ

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମସି ମେୟର । ଭୁବନେଶ୍ୱର ମ୍ୟୁନିସିପାଲିଟିର ୪୦ ନମ୍ବର ଓ୍ୱାର୍ଡର ବିଭିନ୍ନ ଦୋକାନ ଉପରେ ଅଚାନକ ଚଢ଼ାଉ କରିଛନ୍ତି ମେୟର ସୁଲୋଚନା ଦାସ

Read more