ଏଥର ଖଣ୍ଡଗିରି ମେଳାରେ ହେବନାହିଁ ଅଶ୍ଳୀଳ ଡ୍ୟାନ୍ସ, ବିଏମସିର କଡ଼ା କଟକଣା

୨୮ ତାରିଖରୁ ଖଣ୍ଡଗିରି ମାଘ ମେଳା । ଏଥର ଅପେରା ଲଢ଼େଇରେ ହେବନି ଅଶ୍ଳୀଳ ନୃତ୍ୟ । ଅଶ୍ଳୀଳ ଡ୍ୟାନ୍ସ ଉପରେ କଟକଣା ଲଗାଇଛି ବୁବନେଶ୍ୱର ମହାନଗର

Read more