ଚାଲିଲାନି ମୋ ସାଇକେଲ ! ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ବାଣ୍ଟିଦେବ ବିଏମସି

ସାଧାରଣ ଲୋକଙ୍କୁ ସାଇକେଲ ବାଣ୍ଟିବ ବିଏମସି। ଭୁବନେଶ୍ୱରରେ ଥିବା ମୋ ସାଇକେଲକୁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ବାଣ୍ଟିବ ବିଏମସି। ଏଥିପାଇଁ ଏକ SOP ପ୍ରସ୍ତୁତ

Read more