ହମାସ୍ ଅପହରଣ କରିଥିବା ଇସ୍ରାଏଲ୍ ସେନାର ମହିଳା ଯବାନଙ୍କ ମୃତଦେହ ଗାଜାରୁ ମିଳିଲା

ନୂଆଦିଲ୍ଲୀ:  ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ରେ କାର୍ଯ୍ୟ କରୁଥିବା ଜଣେ ସ୍ବଳ୍ପବୟସୀ ମହିଳା ଯବାନଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ଅକ୍ଟୋବର ୭ ତାରିଖ ଦିଗ ପାଲେଷ୍ଟାନୀୟ ଆତଙ୍କବାଦୀ

Read more