ଦିଗ୍ଗଜ ଚଳଚିତ୍ର ନିର୍ମାତା ରାକେଶ କୁମାରଙ୍କ ପରଲୋକ

ମୁମ୍ବାଇ ୧୩।୧୧: ଅଭିନେତା ତଥା ଫିଲ୍ମ ନିର୍ମାତା ରାକେଶ କୁମାରଙ୍କ ପରଲୋକ ହୋଇଛି। କର୍କଟ ରୋଗ ବିରୋଧରେ ଦୀର୍ଘ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ରାକେଶ କୁମାର।

Read more