ବିଜେପି ନେତ୍ରୀଙ୍କ ପୁଅ ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ସ୍କୁଟିରେ ଯାଉଥିବା ମହିଳା; ଘଟଣା ସିସିଟିଭିରେ କଏଦ

ପ୍ରୟାଗରାଜରେ ବିଜେପି ମହିଳା ନେତ୍ରୀଙ୍କ ପୁଅ ଉପରେ ମରଣାନ୍ତକ ଆକ୍ରମଣ। ତାଙ୍କୁ ବୋମାରେ ମରଣାନ୍ତକ ଆକ୍ରମଣ କରାଯିବା ନେଇ ଥାନାରେ ଅଭିଯୋଗ ଆସିଛି। ଆକ୍ରମଣକାରୀମାନେ ମହିଳା ନେତ୍ରୀଙ୍କ

Read more