ଆଜିଠାରୁ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ

ବ୍ରହ୍ମପୁର: ଆସନ୍ତାକାଲି ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍‌ସପ୍ରେସ୍‌। ବ୍ରହ୍ମପୁର – ଟାଟାନଗର ମଧ୍ୟରେ ଏହା ଚଳାଚଳ କରିବ। ଆସନ୍ତାକାଲି ପୂର୍ବାହ୍ଣ ୧୧ଟା

Read more