ବଜେଟ୍‌ ୨୦୨୨ : ଶସ୍ତାହେବ ମୋବାଇଲ ଫୋନ୍‌, ଇମିଟେସନ୍‌ ଗହଣା ମହଙ୍ଗା

ନୂଆଦିଲ୍ଲୀ ୦୧/୦୨ : ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଉପସ୍ଥାପିତ ହୋଇଛି ବଜେଟ୍‌ । ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ୍ ।

Read more