କେନ୍ଦ୍ର ବଜେଟ୍‌ ଉପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ- ଓଡ଼ିଶା ଉପରେ ପଡ଼ିବ ୧୦ ହଜାର ୮୪୦ କୋଟି ଟଙ୍କାର ବୋଝ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାରି ଉପରେ ପ୍ରତିକ୍ରିୟା ରଖିଛନ୍ତି।

Read more