ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍, ଗାଡିରେ ଥିଲେ ୬୫ରୁ ଅଧିକ ଯାତ୍ରୀ

ଜଳେଶ୍ୱର ୧୨।୦୯: ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍। ଅଳ୍ପକେ ବର୍ତ୍ତିଲେ ୬୫ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ। ବାଲେଶ୍ଵର ଜିଲ୍ଲା ୬୦ ନମ୍ଵର ଜାତୀୟ ରାଜପଥ ହଳଦୀପଦା ଠାରେ

Read more