ବରମୁଣ୍ଡା ବସଷ୍ଟାଣ୍ଡରୁ ଗଡିଲା ବସ୍, ଫସି ରହିଥିବା ଯାତ୍ରୀ ଆଶ୍ୱସ୍ତ

ରାଜଧାନୀର ବସଷ୍ଟାଣ୍ଡ ବରମୁଣ୍ଡାରୁ ଗଡିଲା ବସ । ରଣପୁର ଓ ବ୍ରହ୍ମପୁର ଅଭିମୁଖେ ବସ ବାହାରିଛି । ଫଳରେ ରାଜଧାନୀରେ ଫସିରହିଥିବା ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି ।

Read more