ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଓଲଟିଲା ବସ୍: ୧୫ ଆହତ

ପଦ୍ମପୁର: ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଅଘଟଣ ଘଟିଛି। ବରଗଡ଼ର ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Read more