ବସ୍‌ କବ୍‌ଜାରେ ରାଜଧାନୀର ସର୍ଭିସ୍‌ ରୋଡ୍‌, ଟ୍ରାଫିକ୍‌ ଭିଡ଼ରେ ସମସ୍ତେ ହନ୍ତସନ୍ତ

ଖଣ୍ଡଗିରି: ଖଣ୍ଡଗିରି ଅଞ୍ଚଳରେ ପ୍ରମୁଖ ସର୍ଭିସ୍‌ ରୋଡ୍‌ ଏବେ ବସ୍‌ମାନଙ୍କ କବ୍‌ଜାରେ। ଖଣ୍ଡଗିରି-ବରମୁଣ୍ଡା, ଖଣ୍ଡଗିରି ବସ୍‌ ଟର୍ମିନାଲ- ତପୋବନ ସ୍କୁଲ୍‌ ସର୍ଭିସ୍‌ ରୋଡ୍‌ରେ ବସ୍‌ଗୁଡ଼ିକ ପାର୍କିଂ କରୁଛନ୍ତି।

Read more