ମଝି ରାସ୍ତାରେ ବସ୍‌କୁ ପିଟିଲା ଟ୍ରକ୍, ୧୪ ମୃତ

ଭୋପାଳ୨୨/୧୦: ମଧ୍ୟପ୍ରଦେଶରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଟ୍ରକ୍ ଧକ୍କା ଯୋଗୁଁ ୧୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି।

Read more