ଆଖିର ଆସ୍ତ୍ରୋପଚାର ପରେ ବାହାରିଲା ପୋକ

ନୂଆଦିଲ୍ଲୀ ୦୪/୦୩; ଭାରତୀୟ ଡାକ୍ତରଙ୍କ ଏକ ବିରଳତମ ଏବଂ ଜବରଦସ୍ତ ସଫଳତା। ପୁଣିଥରେ ପ୍ରମାଣିତ ହୋଇଛି ଭାରତୀୟଙ୍କ ଜ୍ଞାନ ଓ ଦକ୍ଷତା। ଆମେରିକାର ଡାକ୍ତର ଫେଲ୍‌ ମାରିଥିଲେ।

Read more