ବିଜେପିରୁ ୨୫ ବିଧାୟକ, ସିନ୍ଦେଙ୍କ ୧୩ ବିଧାୟକ ହେବେ ମନ୍ତ୍ରୀ, ଚାଲିଛି ମହାରାଷ୍ଟ୍ର କ୍ୟାବିନେଟ୍‌କୁ ସହମତିର ପ୍ରସ୍ତୁତି

ମୁମ୍ୱାଇ, ୦୭/୦୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟ୍‌ରେ ୪୫ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିବା ନେଇ ସମ୍ଭାବନା ରହିଛି । ଯେଉଁଥିରେ ଅଧିକାଂଶ ମନ୍ତ୍ରୀ ବିଜେପିର ରହିବେ

Read more