ଆହୁରି ସହଜ ହେବ କ୍ୟାନ୍ସର ଚିକିତ୍ସା । ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ‘ସିଆରଟି-ସେଲ’ର ହେଲା ଶୁଭାରମ୍ଭ

ମୁମ୍ବାଇ ଠାରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱଦେଶୀ ସିଆରଟି ସେଲ ଥେରାପୀର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଛନ୍ତି

Read more