ହୁତୁ ହୁତୁ ହୋଇ ରାସ୍ତାରେ ଜଳିଗଲା କାର

ଚଳନ୍ତା କାରରେ ନିଆଁ। ହୁତୁ ହୁତୁ ହୋଇ ରାସ୍ତାରେ ଜଳିଗଲା କାର। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବାଲିପାଟଣା ଠାରେ ଚଳନ୍ତା କାରରେ ହଠାତ ନିଆଁ ଲାଗିଥିଲା ।

Read more