ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ

ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି । ପିଅନ ଗିରଫ । ଚୁଡ଼ଙ୍ଗ ସାହି ଚିନ୍ମୟ ସ୍କୁଲ୍‌ ନିକଟରେ ରହୁଥିବା ସୁଶାନ୍ତ କୁମାର ରାଉତରାୟକୁ ଗିରଫ କରିଛି ପୋଲିସ୍‌ ।

Read more