ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୨ ମୃତ

ଭୁବନେଶ୍ୱର, ୦୬/୦୫: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ହୋଇଥିବା ଖବର ମିଳିଛି । ଏଥିରେ ଦୁଇ ଜଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି

Read more