ଚେୟାରମ୍ୟାନଙ୍କ ବଦଳି ଦାବିରେ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଧାରଣା

ଉଦଳା ୨୩।୮: ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନରେ ହେଉଛି ପାତରଅନ୍ତର । ଆଉ ଏ ସବୁର ମୁଖ୍ୟ ସାଜିଛନ୍ତି ବିଦ୍ୟାଳୟ ଚେୟାରମ୍ୟାନ ।

Read more