ପୁଣି ବିହାରରେ ବିଷାକ୍ତ ମଦମୃତ୍ୟୁ ମାମଲା, ବିଷାକ୍ତ ମଦପିଇ ୨୨ ମୃତ

ବିହାରରେ ପୁଣିଥରେ ବିଷାକ୍ତ ମଦମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମୋତିହାରୀ ଜିଲ୍ଲାରେ ବିଷାକ୍ତ ମଦପିଇ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୦ରୁ ଅଧିକ ଲୋକ

Read more