ପ୍ରଶାନ୍ତ ମହାସାଗରରେ ପଡ଼ିବ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରାଯାଇଥିବା ରକେଟ୍‌ର ଉପର ଭାଗ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇ ଯାଇଥିବା ‘ଏଲ୍‌ଭିଏମ୍‌୩ ଏମ୍‌୪’ ଲଞ୍ଚ୍‌ ଭେଇକ୍ଲ୍‌ର ଉପର ଅଂଶ ବା ଅଗ୍ରଭାଗ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସିପଡ଼ିବ ବୋଲି ‘ଇସ୍ରୋ’ କହିଛି।

Read more