ପୁରୀରେ ରଥ ଭଙ୍ଗା କାମ ଆରମ୍ଭ, ୧୦ଜଣ ଭୋଇ ସେବାୟତ ନିୟୋଜି

ପୁରୀ ୫।୮: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି ।

Read more