ତିନିରଥର ୨୪ଟି ଚକର ନିର୍ମାଣ କାର୍ଯ୍ୟ ଶେଷ

ପୁରୀ : ପବିତ୍ର ଘୋଷଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥକାମ ପାଇଁ ଚଳଚଞ୍ଚଳ ରଥଖଳା। ତିନିରଥର ୨୪ଟି ଚକର ନିର୍ମାଣ କାର୍ଯ୍ୟ ସରିଛି।

Read more