ବିସ୍ଫୋରଣରେ ଜଣେ ଯବାନ ସହିଦ୍‍

ଛତିଶଗଡ : ଛତିଶଗଡ ନାରାୟଣପୁରର ସୋନପୁର ଅଞ୍ଚଳର ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଏଏସଆଇ ସହିଦ୍‍ ହୋଇଛନ୍ତି। ଏହାସହ ଆଉ ଜଣେ ଯବାନଙ୍କ ଅବସ୍ଥା ଗୁରୁତର

Read more