ଚିକେନ ହଂକଂ

ଆବଶ୍ୟକ ସାମଗ୍ରୀ: ବୋନଲେସ୍‌ ଚିକେନ, ଚିକେନ ଷ୍ଟକ, ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ରିଫାଇନ , ସ୍ପ୍ରିଙ୍ଗ ଓନିଅନ,  ଶୁଖିଲା ଲଙ୍କା, ରେଡ ଚିଲି ସସ୍‌, ସୋୟା ସସ୍‌, ପିଆଜ, ଭିନେଗାର, ଅଣ୍ଡା । ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ବୋନଲେନସ ଚିକେନ ନେଇ ସେଥିରେ ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ଏକ ଅଣ୍ଡା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ

Read more