ମହିଳା କର୍ମଚାରୀଙ୍କୁ ଏଣିକି ବାର୍ଷିକ ୨୫ ଦିନର ସାମୟିକ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସିଖବର ଆଣିଛନ୍ତି। ଏଣିକି ମହିଳା ସରକାରୀ କର୍ମଚାରୀମାନଙ୍କୁ ବାର୍ଷିକ ୧୦ ଦିନ ଅଧିକ ସାମୟିକ ଛୁଟି ମିଳିବ।

Read more