ଅପରାହ୍ନ ୨ଟା୩୦ରେ କହିବେ ମୁଖ୍ୟ ଶାସନ ସଚିବ

ଆସନ୍ତାକାଲି ସକାଳ ୬ଟାରେ ସରୁଛି ରାଜ୍ୟରେ ଲକଡାଉନ୍ ଅବଧି । ଏହାପୂର୍ବରୁ ଆଜି ଅପରାହ୍ନ ୨ଟା୩୦ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

Read more