ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ଓ ୫-T ସଚିବ

ସମ୍ୱଲପୁର ୨୧/୦୩ : ଆଜି ସମ୍ବଲପୁର ଗସ୍ତରେ ଯିବେ ୫-T ସଚିବ ଭିକେ ପାଣ୍ଡିଆନ । ସେ ଆଜି ସମ୍ବଲପୁର ଆସି ସମଲେଇ ପ୍ରୋଜେକ୍ଟର ସମୀକ୍ଷା କରିବେ

Read more