ଭାରତକୁ ଡରାଇବାକୁ ଚେଷ୍ଟା କରୁଛି କି ଚୀନ?

ନୂଆଦିଲ୍ଲୀ: ଭାରତର ଧୈର୍ଯ୍ୟ ପରୀକ୍ଷା କରୁଛି ଚୀନ। ବାରମ୍ବାର ସୀମାରେ ଯୁଦ୍ଧ ବିମାନ ଉଡ଼ାଇ ଚିଡ଼ାଇବାକୁ ଚେଷ୍ଟା କରୁଛି ଡ୍ରାଗନ। ହେଲେ ଭାରତୀୟ ସେନା ବି ପ୍ରସ୍ତୁତ।

Read more