କାଶ୍ମୀରରେ ଜି-୨୦ ବୈଠକରେ ଯୋଗ ଦେବେନି ଚୀନ୍‌, ତୁର୍କୀ

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖରେ କାଶ୍ମୀରରେ ଜି-୨୦ ଟୁରିଜିମ ସମ୍ମିଳନୀ ଅଛି। ଧାରା ୩୭୦ ଉଚ୍ଛେଦ ହେବାପରେ କାଶ୍ମୀରରେ ଏହା ସବୁଠାରୁ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ।

Read more