୭୦ ବର୍ଷ ପରେ ଭାରତରେ ପୁଣି ଦେଖିବାକୁ ମିଳିବ ଚିତା, ୧୯୫୨ରେ ଘୋଷିତ ହୋଇଥିଲା ବିଲୁପ୍ତ ପ୍ରାଣୀ

ଭୋପାଲ: ମଧ୍ୟ ପ୍ରଦେଶର ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ନିଜର ନୂଆ ସଦସ୍ୟ ଆଫ୍ରିକୀୟ ଚିତାର ସ୍ୱାଗତ ପାଇଁ ପ୍ରସ୍ତୁତ ହେଉଛି । ଆନ୍ତମହାଦେଶୀୟ (ଟ୍ରାନ୍ସକଣ୍ଟିନେଣ୍ଟାଲ୍) ସ୍ଥାନାନ୍ତରଣ ପରିଯୋଜନାରେ

Read more