ଅର୍ଥ ହେରଫେର ମାମଲା: ଚିଟ୍‌ଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶକଙ୍କୁ ୭ ବର୍ଷ ଲେଖାଏଁ ଜେଲ

ଅର୍ଥ ହେରଫେର ମାମଲାରେ ଚିଟ୍‌ଫଣ୍ଡ କମ୍ପାନୀ ଶାସ୍ତ୍ର ଏଣ୍ଡରପ୍ରାଇଜର୍ସର ଦୁଇ ନିର୍ଦ୍ଦେଶକ ଓ ଦୁଇଜଣ କର୍ମଚାରୀଙ୍କୁ ଜେଲ ସହ ଜରିମାନା ଦଣ୍ଡାଦେଶ ଦେଲେ ବାଲେଶ୍ୱର ଓପିଆଇଡି କୋର୍ଟ।

Read more