ଚିତ୍ତୁର ଦଶମ ଶ୍ରେଣୀ ଟପ୍ପର ଆତ୍ମହତ୍ୟା ମାମଲା, ନିଲମ୍ୱିତ ହେଲେ ପ୍ରିନ୍ସିପାଲ୍

ଚିତ୍ତୁର ୨୫/୦୩ : ଆନ୍ଧ୍ରପ୍ରଦେଶ ଚିତ୍ତୁର ଛୋଟ ସହର ପାଲାମାନରରେ ଦଶମ ଶ୍ରେଣୀ ଟପ୍ପର ଆତ୍ମହତ୍ୟା କରିବା ଘଟଣା ଏବେ ବିବାଦୀୟ ମୋଡ ନେବାରେ ଲାଗିଛି ।

Read more