ଡେନମାର୍କରୁ ‘ଚଲୋ ଇଣ୍ଡିଆ’ ନାରା ଦେଲେ ମୋଦୀ

ନୂଆଦିଲ୍ଲୀ ୦୪/୦୫:  ମୋଦୀମୟ ହେଲା ଡେନମାର୍କ । ତିନି ଦିନର ୟୁରୋପ ଗସ୍ତର ଦ୍ବିତୀୟ ଦିନ ଅର୍ଥାତ୍ ମଙ୍ଗଳବାର ଡେନମାର୍କରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Read more